କଂଗ୍ରେସ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ
by Argus News
Sat, Apr 27 | 12:33 p.m.

ଅର୍ଗସ ଵ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ । ରାଜନୈତିକ ଆକ୍ରମଣ କରିବା ସହ ତୁହାକୁ ତୁହା ଅଭିଯୋଗ ଆଣିଲେ  ଯୋଗୀ । ଉତ୍ତରପ୍ରଦେଶ ମୁରାଦାବାଦର ନିର୍ବାଚନ ରାଲି ସମୟରେ ଏପରି ଦେଖିବାକୁ ମିଳିଛି । କଂଗ୍ରେସ ଉପରେ ବର୍ଷିବା ସହ କଂଗ୍ରେସର ଲୋକମାନଙ୍କୁ ଲଜ୍ୟାହୀନ ବୋଲି କହିଲେ । 

ଯୋଗୀ ଆଦିତ୍ୟନାଥ ସଂଭଲ ଲୋକସଭା ସିଟ ବିଜେପିର ପ୍ରାର୍ଥୀ  ପରମେଶ୍ଵର ଲାଲ ସୌନୀଙ୍କ ପାଇଁ ରାଲି କରୁଥିବା ସମୟରେ ଆକ୍ରୋଶମୂଳକ କଥା କହିଛନ୍ତି । ଏଜା ସହ ଯୋଗୀ ମୋଦିଙ୍କ ଭାଷଣକୁ କହିଥିଲେ, କଂଗ୍ରେସ ସ୍ତ୍ରୀଧନକୁ ଜବରଦଖଲ କରି ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ବଣ୍ଟନ କରିବାକୁ ଚାହୁଁଛନ୍ତି।

ନିଜର ଘୋଷଣାପତ୍ରରେ ଲୋକଙ୍କ ସମ୍ପତ୍ତିର ଏକ୍ସ-ରେ ବିଷୟରେ କହିଛି। ଏହାର ଅର୍ଥ ଲୋକଙ୍କ ଘର ଛଡାଇ ନେବା ସହ କଂଗ୍ରେସ ମହିଳା ମାନଙ୍କର ଆଭୂଷଣ ମଧ୍ୟ କବଜା କରିନେବ । ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଦେଶର ସମଗ୍ର ଉପରେ ପ୍ରଥମେ ମୁସଲମାନଙ୍କର ଅଧିକାର ରହିଛି , ସେହି କଂଗ୍ରେସ ଦେଶ ବିଭାଜନ କରିଦେବ ବୋଲି ଅଭିଯୋଗ କରିଥିଲେ 

ଅଧିକ ପଢ଼ନ୍ତୁ ଦେଶ ଖବର:

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍